Download Now Banner

This browser does not support the video element.

ବଲାଙ୍ଗୀର: ପିପଲ ବାହାଲିରେ ସର୍ପଦନସନ ମହିଳା ଭୀମଭୋଇ ମେଡିକାଲରେ ଭର୍ତ୍ତି

Balangir, Balangir | Aug 27, 2025
ପିପଲ ବାହାଲିରେ ସର୍ପଦନସନ ମହିଳା ଭୀମଭୋଇ ମେଡିକାଲରେ ଭର୍ତ୍ତି ବଲାଙ୍ଗୀର – ପିପଲ ବାହାଲି ଗ୍ରାମରେ ଅଜଣା ସର୍ପ ଦନସନରେ ଜଣେ ମହିଳା ଆହତ ହୋଇଛନ୍ତି । ଆହତ ମହିଳାଙ୍କ ନାମ ସୁବର୍ଣ୍ଣ କାଲସାଏ ବୋଲି ସୂଚନା ମିଳିଛି । ପରିବାର ପକ୍ଷରୁ ତାଙ୍କୁ ଉଦ୍ଧାର କରି ତୁରନ୍ତ ଭୀମଭୋଇ ମେଡିକାଲକୁ ନେଇଯାଇ ଭର୍ତ୍ତି କରାଯାଇଛି । ଡାକ୍ତରମାନେ ରକ୍ତ ନମୁନା ଯାଞ୍ଚ ପାଇଁ ଲ୍ୟାବ୍‌କୁ ପଠାଇଥିବା ସୂଚନା ମିଳିଛି । ଘଟଣା ଆଜି ରାତି ପ୍ରାୟ ୧୦ଟା ସମୟର ଜଣା ପଡିଛି
Read More News
T & CPrivacy PolicyContact Us