Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ଓଡ଼ିଶା ଷ୍ଟେଟ ପୋଲିସ ଫୁଟବଲ ମିଟ ଚାମ୍ପିଅନସିପରେ ଭାଗନେବା ପାଇଁ ମୟୂରଭଞ୍ଜ ପୋଲିସ ଫୁଟବଲ ଟିମର ସୁନ୍ଦରଗଡ଼ ଗସ୍ତ

Baripada M, Mayurbhanj | Aug 24, 2025
ରବିବାର ଦିନ ମୟୂରଭଞ୍ଜ ପୋଲିସ୍ ଫୁଟବଲ ଟିମ ସୁନ୍ଦରଗଡ଼ ଗସ୍ତ କରିଛି। ଓଡ଼ିଶା ଷ୍ଟେଟ ପୋଲିସ ଫୁଟବଲ ମିଟ ଚାମ୍ପିଅନସିପରେ ଅଂଶଗ୍ରହଣ କରିବା ପାଇଁ ମୟୂରଭଞ୍ଜ ଟିମ ଏହି ଗସ୍ତ କରିଛନ୍ତି। ତେବେ ଟିମର ସଫଳତା କାମନା କରି ମୟୂରଭଞ୍ଜ ଏସପି ବରୁଣ ଗୁଣ୍ଟୁପାଲି, ଏଡିସନାଲ୍ ଏସପି ସବିତା ମାଝୀ, ଏଡିସନାଲ୍ ଏସପି ଦୀପକ କୁମାର ଗୋଛାୟତ, ରିଜର୍ଭ ଇନ୍ସପେକ୍ଟର ଆଲୋକ କୁମାର କାନୁନଗୋ ପ୍ରମୁଖ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।
Read More News
T & CPrivacy PolicyContact Us