Download Now Banner

This browser does not support the video element.

ବୌଦ୍ଧ ସଦର: ଆସନ୍ତାକାଲୀ ସକାଳ ୮.୩୦ରୁ ଶୁକ୍ରବାର ୮.୩୦ ପର୍ଯ୍ୟନ୍ତ ୩୦ରୁ ୪୦କିମିବେଗରେ ପବନ ସହିତ ବିଜୁଳି ଓ଼ ଘଡ଼ଘଡ଼ିନେଇ ବୌଦ୍ଧ ଜିଲ୍ଳାକୁ ଏଲୋୱାର୍ଣ୍ଣି

Baudh Sadar, Boudh (Bauda) | Sep 10, 2025
ରାଜ୍ୟରେ କିଛିଦିନ ହେବ ବର୍ଷା, ପବନ ସାହି ବିଜୁଳି ଓ଼ ଘଡଘଡ଼ି ଲାଗି ରହିଥିବା ବେଳେ l ଆସନ୍ତାକାଲି ଗୁରୁବାର ବାର ୧୧ତାରିଖ ସକାଳ ୮.୩୦ସମୟରୁ ଶୁକ୍ରବାର ୧୨ତାରିଖ ସକାଳ ୮.୩୦ ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଳାରେ ୩୦ରୁ ୪୦କିଲୋମିଟର ବେଗରେ ପବନ ବହିବା ସହିତ ବିଜୁଳି ଓ଼ ଘଡଘଡି ହେବା ନେଇ ବୌଦ୍ଧ ଜିଲାକୁ ଏଲୋ ୱାରନିଙ୍ଗ ଜାରି କରାଯାଇଛି l ଏନେଇ ଆଜି ମଧ୍ୟାନ୍ହ ପଖାପଖି ୧୨ଘଣ୍ଟା ସମୟରେ ଭୁବନେଶ୍ୱର ଷ୍ଠିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି
Read More News
T & CPrivacy PolicyContact Us