Download Now Banner

This browser does not support the video element.

କେନ୍ଦ୍ରାପଡା: ମଧ୍ୟଖଣ୍ଡି ଗ୍ରାମରେ ପହଞ୍ଚି ପ୍ରସିଦ୍ଧ ଶିଶୁ ବେଦ ବିଶେଷଜ୍ଞ ଦୁର୍ଗାମାଧବ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କଲେ ବିଧାୟକ ଗଣେଶ୍ୱର ବେହେରା

Kendrapara, Kendrapara | Sep 12, 2025
କେନ୍ଦ୍ରାପଡ଼ା ପୌରାଞ୍ଚଳ ଅନ୍ତର୍ଗତ ମଧ୍ୟଖଣ୍ଡି ଗ୍ରାମରେ ପହଞ୍ଚି ପ୍ରସିଦ୍ଧ ଶିଶୁ ବେଦ ବିଶେଷଜ୍ଞ ଦୁର୍ଗାମାଧବ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କଲେ କେନ୍ଦ୍ରାପଡ଼ା ବିଧାୟକ ଶ୍ରୀଯୁକ୍ତ ଗଣେଶ୍ୱର ବେହେରା ।ଦୁର୍ଗାମାଧବ ପଣ୍ଡାଙ୍କ ପ୍ରତି ସ୍ଥାନୀୟମାନଙ୍କ ମନରେ ତାଙ୍କ ପ୍ରତି ସ୍ନେହ ଓ ସମ୍ମାନର କାରଣ ହେଉଛି ତାଙ୍କର ସହଜ ସ୍ୱଭାବ ଓ ସେବାଭାବ ।ବିଧାୟକ ଗଣେଶ୍ୱର ବେହେରା ଏହି ସମୟରେ କହିଥିଲେ, ଦୁର୍ଗାମାଧବ ପଣ୍ଡାଙ୍କ ନିଷ୍ଠା ଓ ସେବାଭାବ ସମାଜ ପାଇଁ ଏକ ପ୍ରେରଣା । ଯୁବ ପିଢ଼ୀଙ୍କୁ ଏହା ଶିଖିବା ଆବଶ୍ୟକ ।
Read More News
T & CPrivacy PolicyContact Us