Download Now Banner

This browser does not support the video element.

ରାଉରକେଲା ମ୍ୟୁନିସିପାଲଟି: ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ସିଭିଲ ଟାଉନସିପ ଅଞ୍ଚଳକୁ ଚଢ଼ାଉ କରି 9.255 ଲିଟର IMFL ଜବତ ସହ ୩ ଜଣ ଅଭିଯୁକ୍ତକୁ ଗିରଫ

Raurkela M, Sundargarh | Sep 11, 2025
ସେପ୍ଟେମ୍ବର ୧୧ ତାରିଖ ସନ୍ଧ୍ୟା ୫ଟା ୫୨ମିନିଟର ସୂଚନାକୁ ଆଧାର କରି,ଇନ୍ସପେକ୍ଟର ମୋହନ ପ୍ରଧାନ, ସବ ଇନ୍ସପେକ୍ଟର ଆକାଶ କୁମାର ସାହୁ,ସୌମ୍ୟ ରଞ୍ଜନ ସାହୁ,ହେମ ମଞ୍ଜରୀ ବିଶ୍ୱାଳ, ଦିଲ୍ଲୀପ ପାତ୍ର,ଅମର ରଞ୍ଜନ ମହାରଣା,ରେଣୁ କିରୋ,ସୀମା କେରକେଟ୍ଟା ପ୍ରମୁଖଙ୍କ ସହଯୋଗରେ ସିଭିଲସିପ ଅଞ୍ଚଳକୁ ଚଢ଼ାଉ କରି 9.255 ଲିଟର IMFL ଜବତ ସହ,୩ ଟି କ୍ଳେମ କେସ କରି ୩ ଜଣ ଆସାମୀକୁ କୋର୍ଟ ଚାଲାଣ କରାଯାଇଛି,ସେମାନେ ହେଲେ ଦେବେନ୍ଦ୍ର ସିଂ,ଲକ୍ଷ୍ମୀକାନ୍ତ ଦାସ,ଏବଂ ସୋନୁ କୁଜୁର
Read More News
T & CPrivacy PolicyContact Us