Install App
jeyporekhabar
This browser does not support the video element.
ଜୟପୁର: ଶ୍ରମିକ କର୍ମଚାରୀ ଭଵନ ସିପିଆଇ ର ପ୍ରାକ୍ତନ ଜାତୀୟ ସାଧାରଣ ସମ୍ପାଦକ ସୁରବରମ୍ ସୁଧାକର ରେଡ୍ଡୀ ଙ୍କ ସ୍ମୃତି ସଭା ସିପିଆଇ ନେତା ଦେଲେ ସୂଚନା
Jeypore, Koraput | Aug 23, 2025
ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ସର୍ବଭାରତୀୟ ସାଧାରଣ ସମ୍ପାଦକ ତଥା ସାଂସଦ ସୁରବରମ୍ ସୁଧାକର ରେଡ୍ଡୀ ଙ୍କ ବିୟୋଗ ଘଟିଛି । ତାଙ୍କରି ସ୍ମୃତିରେ ସିପିଆଇ କୋରାପୁଟ ଜିଲ୍ଲା ପରିଷଦ ପକ୍ଷରୁ ଆଜି ଦିନ 12 ଟା 30 ମିନିଟ ସମୟରେ ଶୋକ ସଭା ଜିଲ୍ଲା ସମ୍ପାଦକ ରାମକୃଷ୍ଣ ଦାସ ଙ୍କ ଆହ୍ୱାନ ରେ ଜୟପୁର ଶ୍ରମିକ କର୍ମଚାରୀ ଭବନ ଠାରେ ଅନୁଷ୍ଠିତ ହୋଇଛି ସିପିଆଇ ନେତା କଣ କହୁଛନ୍ତି ଶୁଣନ୍ତୁ ।
Share
Read More News
T & C
Privacy Policy
Contact Us
Your browser does not support JavaScript!