Download Now Banner

This browser does not support the video element.

ବୋଲଗଡ: ବୋଲଗଡ଼ ଓଭରବ୍ରିଜ ନିକଟରେ ବାଇକରୁ ପଡି ମହିଳା ଗୁରୁତର

Bolagad, Khordha | Sep 25, 2025
ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଅଧୀନ ବୋଲଗଡ଼ ଓଭର ବ୍ରିଜ ନିକଟରେ ବାଇକରୁ ପଡ଼ି ଜଣେ ମହିଳା ଗୁରୁତର ହୋଇଥିବା ସୂଚନା ମିଳିଛି। ମହିଳା ଜଣଙ୍କ ପଞ୍ଚୁକୋଟ ଗ୍ରାମର ସବିତା ସାମନ୍ତସିଂହାର। ସ୍ଥାନୀୟ ଲୋକଙ୍କ ଦ୍ୱାରା ବୋଲଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରଯାଇଥିଲା। ଡାକ୍ତର ସବିତା ଙ୍କୁ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିବା ସୂଚନା ମିଳିଛି।
Read More News
T & CPrivacy PolicyContact Us