Download Now Banner

This browser does not support the video element.

ଚାରମାଳ: ଡଙ୍ଗାପଥର ସରକାରୀ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହରେ ଟେବୁଲ୍ ଉପରେ ଗୋଡ ଲଦି ଶୋଇଲେ ଶିକ୍ଷକ , ଅଭିଯୋଗ କଲା ସ୍କୁଲ କମିଟି

Charamal, Sambalpur | Sep 12, 2025
ଡଙ୍ଗାପଥର ସରକାରୀ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହରେ ଟେବୁଲ୍ ଉପରେ ଗୋଡ ଲଦି ଶୋଇଲେ ଶିକ୍ଷକ , ଅଭିଯୋଗ କଲା ସ୍କୁଲ କମିଟି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଳକ ଗରଗଡବାହାଲ ପଞ୍ଚାୟତ ଅନ୍ତର୍ଗତ ଡଙ୍ଗାପଥର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ମଧ୍ୟାହ୍ନ ୧୨:୩୦ ମିନିଟ ସମୟରେ କ୍ଲାସ ରୁମର ପିଲାଙ୍କୁ ପାଠ ପଢ଼ାଉଥିବା ସମୟରେ ବିଦ୍ୟାଧର ସାହୁ ନାମକ ଜଣେ ଶିକ୍ଷକ ଟେବୁଲ୍ ଉପରେ ଗୋଡ ଦେଇ ଶୋଇଥିବା ଦେଖିବାକୁ ମିଳିଛି। ଶିକ୍ଷକ ଜଣକ ଦୀର୍ଘ ଦୁଇ ଘଣ୍ଟା ଧରି ଶୋଇ ଥିବା ସ୍କୁଲ ପରିଚାଳନା କମିଟି ପକ୍ଷରୁ ଅଭିଯୋଗ କରାଯାଇଛି ।
Read More News
T & CPrivacy PolicyContact Us