Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ନ୍ୟାୟ ନ ପାଇ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ।ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ବ୍ୟକ୍ତି l

Puri M, Puri | Aug 25, 2025
ନ୍ୟାୟ ମିଳିଲାନି ବୋଲି,କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ।ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ବ୍ୟକ୍ତି ।ଆହତ ବ୍ୟକ୍ତି ହେଉଛନ୍ତି ସତ୍ୟବାଦୀ ଅଳୁଗୁମ୍ ର ଲଲାଟ ଜେନା।ଲଲାଟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ସେ ଅଭିଯୋଗ ଆଣିଛନ୍ତି ଯେ ଗତ ୭ ବର୍ଷ ହେବ ସେ ନ୍ୟାୟ ପାଇବା ପାଇଁ ସମସ୍ତଙ୍କ ଦ୍ବାରସ୍ଥ ହୋଇଛନ୍ତି କିନ୍ତୁ ସବୁଠି ତାଙ୍କୁ ନିରାଶ ହେବାକୁ ପଡ଼ିଛି।ତାଙ୍କ କହିବାନୁଯାୟୀ ପୁରୀ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ପ୍ରଭାତ ଲେନରେ ତାଙ୍କର ଏକ ଘର ରହିଛି l
Read More News
T & CPrivacy PolicyContact Us