Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ବାରିପଦାରେ କଂଗ୍ରେସର ‘ସଂଗଠନ ସୃଜନ’ ଅଭିଯାନ ଆରମ୍ଭ; ସର୍କିଟ ହାଉସରେ ହେଲା ପ୍ରେସମିଟ

Baripada M, Mayurbhanj | Sep 2, 2025
ମଙ୍ଗଳବାର ଦିନ ପ୍ରାୟ ୧ଟାରେ ବାରିପଦାରେ କଂଗ୍ରେସର ‘ସଂଗଠନ ସୃଜନ’ ଅଭିଯାନ ର ଶୁଭାରମ୍ଭ। ଏଣିକି ବଡବଡିଆ ନେତାଙ୍କ ସୁପାରିଶ କିମ୍ବା ତେଲ ମାଲିସ ରେ ନୁହେଁ, ତୃଣମୂଳସ୍ତରର କର୍ମୀଙ୍କ ମତକୁ ନେଇ ଚୟନ ହେବେ ଜିଲ୍ଲା କଂଗ୍ରେସ ସଭାପତି। ଏ ନେଇ ବାରିପଦା ସର୍କିଟ୍ ହାଉସ ଠାରେ କଂଗ୍ରେସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୟୂରଭଞ୍ଜ କଂଗ୍ରେସ ସାଂଗଠନିକ ଜିଲ୍ଲା ପୂର୍ବ ସଭାପତି ଚୟନ ପାଇଁ ଏଆଇସିସି ପକ୍ଷରୁ ନିଯୁକ୍ତି ହୋଇଥିବା ପର୍ଯ୍ୟବେକ୍ଷକ ତଥା ଇଣ୍ଡିଆ କୃଷି ସେଲ ର ଅଧ୍ୟକ୍ଷ ଅଖିଳେଶ ଶୁକ୍ଲା ସୂଚନା ଦେଇଛନ୍ତି।
Read More News
T & CPrivacy PolicyContact Us