Download Now Banner

This browser does not support the video element.

ତେଲକୋଇ: ବିଞ୍ଜବାହାଳ ପଞ୍ଚାୟତ ନୂଆଡ଼ିହ ଗାଁର ଜେଇ ଖାଇଗଲେ କମନ୍ୟୁଟି ସେଣ୍ଟର ଟଙ୍କାକୁ

Telkoi, Kendujhar | Aug 26, 2025
ଆମ ଓଡିଶା ନବୀନ ଓଡିଶା ରେ ନିର୍ମାଣ କମ୍ୟୁନିଟି ସେଣ୍ଟର ସମ୍ପୂର୍ଣ ଟଙ୍କା କୁ ଖାଇ ଗଲେ ଜେଇ l ଏମିତି ଏକ ଘଟଣ ଦେଖିବାକୁ ମିଳିଛି ତେଲକୋଇ ବ୍ଲକ ବିଞ୍ଜ ବାହାଳ ଗ୍ରାମ ପଞ୍ଚାୟତ ନୂଆଡିହ ଗ୍ରାମ ରେ, ଯାହାକି 2023-24ଆର୍ଥିକ ବର୍ଷ ରେ ଆମ ଓଡିଶା ନବୀନ ଓଡିଶା ପ୍ରକଳ୍ପ ରେ ଏକ କମ୍ୟୁନିଷ୍ଟ ସେଣ୍ଟର ଗୃହ ନିର୍ମାଣ ନିମନ୍ତେ ଟ. 350000/-ଙ୍କା ଅଟକଳ ହୋଇ ଜେଇ ଙ୍କ ତତ୍ଵାବଧନରେ ନୂଆଡିହ ଗ୍ରାମ ର ସୁଶୀଲ ମହାନ୍ତ କୁ କାର୍ଯ୍ୟ କରିବା ପାଇଁ ନିର୍ଦେଶ ଦେଇଥିଲେ l ମଙ୍ଗଳବାର ଅପରାହ୍ନ ଚାରିଟା ସମୟର ପ୍ରତୀକ୍ରୀୟା |
Read More News
T & CPrivacy PolicyContact Us