Download Now Banner

This browser does not support the video element.

କେସିଙ୍ଗା: କୋକୋଡ଼ମାଲ ସ୍କୁଲ ଛାତରୁ ଗଲୁଛି ବର୍ଷା ପାଣି ,ବାରଣ୍ଡାରେ ବସି ଅଧ୍ୟୟନ କରୁଛନ୍ତି ଛାତ୍ରଛାତ୍ରୀ l

Kesinga, Kalahandi | Jul 3, 2025
କେସିଙ୍ଗା ବ୍ଲକ ଗୋଷ୍ଠୀଶିକ୍ଷା ଅଧିକାରୀ ଙ୍କ ଅଧୀନରେ ଆସୁଥିବା ବାଳସୀ ପଞ୍ଚାୟତ କୋକୋଡ଼ମାଲ ଗାଁରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବର୍ଷା ପାଣିରୁ ଛାତ ଠାରୁ ପାଣି ଗଲୁଥିବାରୁ ଛାତ୍ରଛାତ୍ରୀ ଅସୁବିଧା ସମ୍ମୁଖୀନ ହୋଇ ସ୍କୁଲ ବାରଣ୍ଡାରେ ବସି ଅଧ୍ୟୟନ କରୁଥିବା ଦେଖିବାକୁ ମିଳିଛି l ଏହି ବିଦ୍ୟାଳୟଟି 1981 ମସିହାରେ ସ୍ଥାପିତ ହୋଇଛି l କିନ୍ତୁ ଦୀର୍ଘ ବର୍ଷ ଧରି ସ୍କୁଲର ଉନ୍ନତୀ ଠିକସେ ହେଉନଥିବାରୁ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି l ଏ ସମ୍ପର୍କରେ ପୂର୍ବରୁ ସ୍କୁଲ କମିଟି ପକ୍ଷରୁ ଦୃଷ୍ଟି ଆକର୍ଷଣ କରାଯାଇ ଥିଲେବି କୌଣସି ସୁଫଳ ମିଳିପାରିନାହିଁ l ଏ ସଂକ୍ରାନ୍ତରେ ଗୋ
Read More News
T & CPrivacy PolicyContact Us