Download Now Banner

This browser does not support the video element.

ବଲାଙ୍ଗୀର: ବ୍ରାହ୍ମଣପଡାରେ ଗଣେଶ ପୂଜା ଭସାଣି କାର୍ଯ୍ୟକ୍ରମ ଧୁମଧାମରେ ପାଳିତ

Balangir, Balangir | Sep 8, 2025
ବଲାଙ୍ଗୀର ବ୍ରାହ୍ମଣପଡାରେ ଗଣେଶ ପୂଜା ଭସାଣି କାର୍ଯ୍ୟକ୍ରମ ଧୁମଧାମରେ ପାଳିତ ଆଜି ରାତି ୮ଟା ସମୟରେ “ବଲାଙ୍ଗୀର ବ୍ରାହ୍ମଣପଡାରେ ଉତ୍ସାହ-ଉଲ୍ଲାସରେ ଗଣେଶ ପୂଜା ଭସାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଭିଭିନ୍ନ କଳାକାରମାନେ ଜିଲ୍ଲା ବାହାରରୁ ଆସି, ପ୍ରୋସେସନ କରି ସହର ପରିକ୍ରମା କରିଥିଲେ। ଏହି ସମୟରେ, ଅଘୋରୀ ବାବାମାନେ ତାଙ୍କର ଚମତ୍କାରୀ ବିଧି ସବୁ ଦେଖାଇ, ଦର୍ଶକଙ୍କୁ ଆହୁରି ଆକର୍ଷିତ କରିଥିଲେ। ସଙ୍ଗୀତ, ନୃତ୍ୟ ଓ ଝାଙ୍କିରେ ସହର ପରିବେଶ ଉତ୍ସବମୟ ହୋଇଯାଇଥିଲା। ପୂଜା କମିଟି ସୂଚନା ଅନୁସାରେ, ଅଞ୍ଚଳର ହଜାରହଜାର ଲୋକ ଏହି ଭସାଣି ଉତ୍ସବରେ ଯୋଗଦେଇଥିଲେ।
Read More News
T & CPrivacy PolicyContact Us