This browser does not support the video element.
ବଲାଙ୍ଗୀର: ପାଣିପାଗ ବିଭାଗର ସତର୍କତା, ବଜ୍ରପାତ ସହ ବର୍ଷା ଓ ପବନ ସମ୍ଭାବନା ନେଇ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
Balangir, Balangir | Aug 7, 2025
ବଲାଙ୍ଗୀର ରେ ଭାରୀ ବର୍ଷା ଓ ବଜ୍ରପାତର ସମ୍ଭାବନା,ଜିଲ୍ଲା କୁ ୟେଲୋ ୱର୍ଣି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଆଗାମୀ ୨୪ଘଣ୍ଟା ପର୍ଯ୍ୟନ୍ତ ବଲାଙ୍ଗୀର ଜିଲ୍ଲାରେ ଅଲଗା ଅଞ୍ଚଳରେ ଭାରୀ ବର୍ଷା ବଜ୍ରପାତ ସହିତ ବିଜୁଳି ଘଡ ଘଡି ର ସମ୍ଭାବନା ରହିଛି ଓ ୩୦-ରୁ ୪୦ କି.ମି. ବେଗ ଥିବା ଝଡ଼ ବାତାସ ବହିବାର ସମ୍ଭାବନା ରହିଛି।ତେଣୁ ବଲାଙ୍ଗୀର ଜିଲ୍ଲା କୁ ୟେ ଲୋ ୱର୍ଣିନ ଜାରୀ କରା ଯାଇଛି ଲୋକମାନେ ସଚେତନ ଓ ସତର୍କ ରହିବା ଆବଶ୍ୟକ। ଆବହା ପରିସ୍ଥିତିର ହେଉଥିବା ଅପ୍ରତ୍ୟାଶିତ ପରିବର୍ତ୍ତନ ଦୃଷ୍ଟିରେ ଅତିଆବଶ୍ୟକ ଯାତ୍ରା ବା ଖୋଲା ସ୍ଥାନର