Install App
jagatsinghpurnews31
This browser does not support the video element.
ଜଗତସିଂହପୁର: 23 ତାରିଖରେ ଜିଲ୍ଲାରେ ପବନ ସହ ବିଜୁଳି ଓ ଘଡଘଡିକୁ ଦୃଷ୍ଟିରେ ରଖି ୟେଲୋ ଆଲର୍ଟ ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ
Jagatsinghapur, Jagatsinghpur | Aug 22, 2025
ଆସନ୍ତା 23ତାରିଖ ରେ ଜଗତସିଂହପୁର ଜିଲ୍ଲା ରେ ପବନ ସହିତ ବିଜୁଳି ଘଡଘଡି ମାରିବାକୁ ଦୃଷ୍ଟି ରେ ରଖି ଜିଲ୍ଲା କୁ ୟଲୋ ୱାର୍ଣ୍ଣି ଜାରିକଲା ଆଞ୍ଚଳିକ ପାଣିପାଗ ବିଭାଗ l ସୂଚନା ମୁତାବକ ଆସନ୍ତା 23ତାରିଖ ରେ ଜଗତସିଂହପୁର ଜିଲ୍ଲା ରେ ବର୍ଷା ଓ 30ରୁ 40 କିମି ବେଗରେ ପବନ ସହିତ ବିଜୁଳି ଘଡଘଡି ମାରିବାକୁ ଦୃଷ୍ଟି ରେ ରଖି ଜିଲ୍ଲା କୁ ୟଲୋ ୱାର୍ଣ୍ଣି ଜାରିକଲା ଆଞ୍ଚଳିକ ପାଣିପାଗ ବିଭାଗ l
Share
Read More News
T & C
Privacy Policy
Contact Us
Your browser does not support JavaScript!