Download Now Banner

This browser does not support the video element.

ରାଉରକେଲା ମ୍ୟୁନିସିପାଲଟି: ରାଉରକେଲା ଅବକାରୀ ବିଭାଗର ଲଗାତାର ଚଢ଼ାଉରେ,ସେକ୍ଟର -୨ଅଞ୍ଚଳରେ ଚଢ଼ାଉ ୧୮୦ଲିଟର ମଦ, ଦୁଇଟି ସ୍କୁଟି ସହ ଆସାମୀ କୋର୍ଟ chal

Raurkela M, Sundargarh | Sep 7, 2025
ସେପ୍ଟେମ୍ବର ୭ ତାରିଖରାତ୍ରି ୯ ଟା ୪୮ ମିନିଟରେ ଅବକାରୀ ବିଭାଗ ର ମେସେଜ ଅନୁଯାୟୀ ରାଉରକେଲା!ଅବକାରୀ SP ଶ୍ରୀଯୁକ୍ତ ଝସକେତନ ବରିହାଙ୍କ ନିର୍ଦେଶ କ୍ରମେ ସେକ୍ଟର ଦୁଇ ଅଞ୍ଚଳ ପାର୍କ ବସ୍ତିରର ଚଢ଼ାଉ କରି ୧୮୦ଲିଟର ବେଆଇନ ମହୁଲି ମଦ ସହିତ ଦୁଇଟି ସ୍କୁଟି ଜବତ କରିବା ସହ ଦୁଇ ଜନ ଆସାମୀ ହେଲେ ଆକାଶ ଗୁପ୍ତା ଓ ବଜରଙ୍ଗ ନୟାଜ ଏବୁ ଚଢ଼ାଉରେ ଇନ୍ସ୍ପେକଟର ଶ୍ରୀ ମୋହନ ପ୍ରଧାନ, Inspector ଦିଲ୍ଲୀପ ନାୟକ,OIC ଅଜୟ ପ୍ରଧାନ ASI ଯେମମଣି କିସାନ,ଅନ୍ୟନ୍ୟ ଷ୍ଟାଫ ମାନଙ୍କ ମଧ୍ୟରେ ସୂର୍ଯ୍ୟକାନ୍ତ ସ୍ୱାଇଁ,ଅମର ରଞ୍ଜନ ସୁକାନ୍ତ ଅମାତ,ନବୀନ ଭୂୟାଁ ନିରଞ୍ଜନ ରାଉତ,ଲଷ୍ମୀପ୍ରିୟା ପାଣିgra
Read More News
T & CPrivacy PolicyContact Us