Install App
baripada_news
This browser does not support the video element.
ବାରିପଦା ମ୍ୟୁନିସିପାଲଟି: ପେଟ୍ରୋଲିଂ ସମୟରେ ଷ୍ଟେସନ ବଜାର ହାଟ ନିକଟରୁ ବିଦେଶୀ ମଦ ଜବତ ସହ ଜଣଙ୍କ ନାମରେ ମାମଲା ରୁଜୁ କଲା ବାରିପଦା ଟାଉନ ପୋଲିସ
Baripada M, Mayurbhanj | Aug 28, 2025
୨୭ ତାରିଖ ରାତି ପ୍ରାୟ ୨ ଟାରେ ବାରିପଦା ଟାଉନ ପୋଲିସ ପକ୍ଷରୁ ସହରର ବିଭିନ୍ନ ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ସମୟରେ ସହରର ଷ୍ଟେସନ ବଜାର ହାଟ ନିକଟରୁ ୱାର୍ଡ଼ ନଂ ୨୪ କାଳିକାପୁର ଅଞ୍ଚଳର ୨୨ ବର୍ଷିୟା ପୁନିତ କୁମାର ବେହେରା ବେଆଇନ ଭାବେ ବିଭିନ୍ନ କମ୍ପାନୀର ବିଦେଶୀ ମଦ ନେଇ ଯାଉଥିବା ବେଳେ ଦେଖିବାକୁ ପାଇ ଚଢାଉ କରିଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!