This browser does not support the video element.
ଛତ୍ରପୁର: ଗଞ୍ଜାମ ବ୍ଲକର ଡିଆଁଡେଇଁ ସମେତ ବିଭିନ୍ନ ସ୍ଥାନରେ ନବରାତ୍ର ପୂଜାରେ ସାମିଲ ହେଲେ ଛତ୍ରପୁର ବିଧାୟକ
Chhatrapur, Ganjam | Sep 29, 2025
ଗଞ୍ଜାମ ବ୍ଲକ ଅନ୍ତର୍ଗତ ଡିଆଁଡେଇଁ,ଝାଟିପଦର, ପୋଡ଼ାଗଡ ,ରଘୁନାଥପୁର, ବରପଲି ଆଦି ଗ୍ରାମରେ ଅୟୋଜିତ ବିଭିନ୍ନ ପୂଜାମଣ୍ଡପ ଓ ମନ୍ଦିର ଦର୍ଶନ କରି ମାଙ୍କ ଆଶୀର୍ବାଦ ଗ୍ରହଣ କରିବା ସହ ଲୋକଙ୍କ ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ।ସୋମବାର ସଂନ୍ଧ୍ଯାରେ ଛତ୍ରପୁର ବିଧାୟକ ବିଭିନ୍ନ ପୂଜା ମଣ୍ଡପରେ ମା ଙ୍କ ପୂଜାରେ ସାମିଲ ହୋଇଛନ୍ତି।