Download Now Banner

This browser does not support the video element.

ଡାବୁଗାଁ: ଲଦି ସରକାରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବଦଳି ଶିକ୍ଷକଙ୍କୁ ଫେରାଇ ଆଣିବା ଦାବିରେ ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ର ଛାତ୍ରୀ

Dabugan, Nabarangpur | Sep 22, 2025
ପାପଡାହାଣ୍ଡି ବ୍ଲକ ମାଝୀଗୁଡା ପଂଚାୟତ ଲଦି ସରକାରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବଦଳି ଶିକ୍ଷକ ଯୀଶୁ ହରିଜନଙ୍କୁ ଫେରାଇ ଆଣିବା ଦାବିରେ ଆଜି ବିଦ୍ୟାଳୟରେ ତାଲା ପକାଇଛନ୍ତି ଗ୍ରାମବାସୀ | ଏହାକୁ ସମର୍ଥନ ଜଣାଇଛନ୍ତି ଗ୍ରାମବାସୀ |ପିଲା ମାନଙ୍କ ପାଠ ପଢା ଦିନ ତମାମ ବ୍ୟାହାତ ହୋଇଛି | ସ୍ଥାନୀୟ ପୋଲିସ ଖବର ପାଇ ବୁଝା ସୁଝା କରିବା ସ୍ୱତେ ଗ୍ରାମବାସୀ ଓ ଛାତ୍ର ଛାତ୍ରୀ ଜିଦରେ ଅଟଳ ଅଛନ୍ତି | ଯ ପର୍ଯ୍ୟନ୍ତ ଯୀଶୁ ହରିଜନଙ୍କୁ ଫେରାଇ ନ ଅଣାଯାଇଛି ବିଦ୍ୟାଳୟରେ ତାଲା ଝୁଲିବ ବୋଲି ଗ୍ରାମବାସୀ କହିଛନ୍ତି |
Read More News
T & CPrivacy PolicyContact Us