This browser does not support the video element.
ପାରଳାଖେମୁଣ୍ଡି: ମାଣିକପୁର ଠାରେ ବିଶ୍ୱ ଆଦିବାସୀ ଦିବସ ପାଳନ ନେଇ ବୈଠକ ଅନୁଷ୍ଠିତ
Paralakhemundi, Gajapati | Jul 16, 2024
ଗଜପତି ଜିଲ୍ଲା ରେ ରହିଥିବା ଆଦିବାସୀ ମାନଙ୍କୁ ନେଇ ଦୁଇଟି ଗୋଷ୍ଠୀ ପାଳନ କରିବାକୁ ଯାଉଛନ୍ତି ଆଦିବାସୀ ଦିବସ ପ୍ରଥମ ଗୋଟିଏ ଗୋଷ୍ଠୀ ପ୍ରସ୍ତୁତି ବୈଠକ ସାରିଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ମଙ୍ଗଳବାର 4.30ରେ ମାଣିକପୁର ଠାରେ ପ୍ରସ୍ତୁତି ବୈଠକ କରିଛନ୍ତି ଆଦିବାସୀ ମାନେ