This browser does not support the video element.
ସୋନପୁର: ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ପରଲୋକରେ ସଦର ମହାନଦୀ ସାହିତ୍ୟ ସଂସଦ,କାର୍ଯ୍ୟାଳୟ ଠାରେ ଭକ୍ତିପୂତ ଶ୍ରଦ୍ଧାଂଜଳି ଅର୍ପଣ
Sonapur, Subarnapur (Sonepur) | Aug 22, 2025
ବିଶିଷ୍ଟ କବି ତଥା ସମ୍ବଲପୁରୀ ସାହିତ୍ୟିକ ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ପରଲୋକରେ ମହାନଦୀ ସାହିତ୍ୟ ସଂସଦ, ସୁବର୍ଣ୍ଣପୁର ଭକ୍ତିପୂତ ଶ୍ରଦ୍ଧାଂଜଳି ଅର୍ପଣ କରୁଛି |ଉକ୍ତ ଶୋକସଭାରେ ସମ୍ପାଦକ ଶ୍ରୀଯୁକ୍ତ ଲକ୍ଷ୍ମୀ ନାରାୟଣ ସାହୁ ପଦ୍ମଶ୍ରୀ ବିନୋଦ ପାଶାୟତ ଙ୍କ ଜୀବନୀ ଉପରେ ସ୍ମୃତି ଚାରଣ କରିଥିଲେ |ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା | ସାହିତ୍ୟ ସଂସଦ ର ସଭାପତି ଡ ସୌରଭ ରଞ୍ଜନ ଖମାରୀ, ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଲକ୍ଷ୍ମୀ ନାରାୟଣ ସାହୁ, ସହ ସମ୍ପାଦକ ଶ୍ରୀଯୁକ୍ତ ବ୍ରତାନନ୍ଦ ଭୋଇ, ଶ୍ରୀଯୁକ୍ତ ନିର୍ମଳ ମେଲି, ଶ୍ରୀଯୁକ୍ତ ରଘୁନାଥ ଥନାପତି ଯୋଗଦେଇଥିଲେ |