Download Now Banner

This browser does not support the video element.

ଜଗତସିଂହପୁର: ଜଗତସିଂହପୁରେ ବିଧାୟକ ଅମରେନ୍ଦ୍ର ଦାସଙ୍କ ନେତୃତ୍ୱରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ

Jagatsinghapur, Jagatsinghpur | Aug 13, 2025
ଆଜି ମଧ୍ୟାହ୍ନ୧୨ ଟାରେ ଜଗତସିଂହପୁର ନିର୍ବାଚନମଣ୍ଡଳୀ ବିଜେପି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା । ବିଧାୟକ ଅମରେନ୍ଦ୍ର ଦାସଙ୍କ ନେତୃତ୍ୱରେ ସହରର ଗାନ୍ଧିଛକ ନିକଟରୁ ହଜାର ହଜାର ସଂଖ୍ୟାରେ ବିଜେପି ସମର୍ଥକ ଏକ ଶୋଭାଯାତ୍ରାରେ ବାହାରି ଜଗତସିଂହପୁର ସହର ପରିକ୍ରମା କରିଥିଲେ । ଏହି ପରିପେକ୍ଷିରେ ଭାରତ ମାତା କି ଜୟ ,ବନ୍ଦେ ମାତରମ ନାରାରେ ସାରା ସହର ପ୍ରକମ୍ପିତ ହୋଇଥିଲା ।ଘରେ ଘରେ ତ୍ରିରଙ୍ଗାକୁ ପହଞ୍ଚାଇବା ତଥା ଦେଶ ମାତୃକାର ପ୍ରେମରେ ଉଦବୃଦ୍ଧ ହୋଇ ବିକଶିତ ଭାରତରେ ଭାଗିଦାରୀ ହେବା ଏହି ଯାତ୍ରାର ମୁଖ୍ୟଉଦେଶ ବୋଲି କହିଛନ୍ତି ବିଧାୟକ ଅମରେନ୍ଦ୍ର ଦାସ ।
Read More News
T & CPrivacy PolicyContact Us