Install App
basantabiridi1972
This browser does not support the video element.
ବିରିଡି: ତଳପାଟକ ମୁସଲିମ ବସ୍ତିରେ ପହଞ୍ଚି ସମସ୍ତଙ୍କୁ ଇଦ ମୁବାରକ ଜଣାଇଲେ ଜଗତସିଂହପୁର ସାଂସଦ ଡ଼ ରାଜଶ୍ରୀ ମଲ୍ଲିକ
Biridi, Jagatsinghpur | Apr 11, 2024
ଜଗତସିଂହପୁର ସାଂସଦ ଡ଼ ରାଜଶ୍ରୀ ମଲ୍ଲିକ ଆଜି ତଳପାଟକ ମୁସଲିମ ବସ୍ତିରେ ପହଞ୍ଚି ସମସ୍ତଙ୍କୁ ଗୋଲାପ ଫୁଲ ଦେଇ ଇଦ ମୁବାରକ ଜଣାଇଥିଲେ l ତାଙ୍କ ସହ ପ୍ରଫେସର ରମାକାନ୍ତ ଭୋଇ, ବ୍ଲକ ଅଧ୍ୟକ୍ଷା ମମତା ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ର ଶେଖର ଦାଶ, ବିଜେଡି ବ୍ଲକ ସଭାପତି ରବୀନ୍ଦ୍ର ରାଉଳ, ନୃସିଂହଚରଣ ଦାଶ ଓ ଅନ୍ୟମାନେ ଉପସ୍ଥିତ ଥିଲେ l
Share
Read More News
T & C
Privacy Policy
Contact Us
Your browser does not support JavaScript!