This browser does not support the video element.
ବୌଦ୍ଧ ସଦର: ମହାନଦୀର ବନ୍ୟ ଜଲ ଘେରରେ ମାରଡ଼ା ଗାଆଁ, ବାହ୍ୟ ଜଗତରୁ ବିଛିନ୍ନ
Baudh Sadar, Boudh (Bauda) | Sep 5, 2025
ମହାନଦୀର ବନ୍ୟ ଜଲ ଘେରରେ ମାରଡ଼ା ଗାଆଁ, ବାହ୍ୟ ଜଗତରୁ ବିଛିନ୍ନ ଆଜି ସନ୍ଧ୍ୟା ୭ଟା ସମୟରେ ମିଳିଥିବା ସୂଚନା ଅନୁସାରେ l ହୀରାକୁଦ ଡ୍ୟାମରୁ ଗେଟ ଖୋଲା ହବା ଫଳରେ ମହାନଦୀରେ ଆଜି ଜଳ ସ୍ତର ବଢ଼ି ବାରେ ଲାଗିଛି l ସାମନ୍ୟ ବର୍ଷା କମିବା ସତ୍ୱୟେ ମହାନଦୀ ଓ ସଖା ନଦୀର ବନ୍ୟା ଜଳ ଆସି ହରଭଙ୍ଗା ବ୍ଲକ ଅଞ୍ଚଳ ଦେଇ ପ୍ରଭାବିତ ହଉଥିବାରୁ ମହାନଦୀରେ ଆଜି ଜଳ ସ୍ତର ଫୁଲି ବାରେ ଲାଗିଛି l ଏହା ସହିତ ହୀରାକୁଦର ଜଳ ଭଣ୍ଡାରରୁ ଜଳ ନିଷ୍କାସନ ହବା ଫଳରେ କ୍ରମେ କ୍ରମେ ମହାନଦୀ ଜଲସ୍ତର ଫୁଲି ବାରେ ଲାଗିଛି l