Download Now Banner

This browser does not support the video element.

ରାୟଗଡା: ଜଳ ବିଭାଜିକା ଉନ୍ନୟନ ବିଭାଗ ନିର୍ଦ୍ଦେଶକଙ୍କ କାଶିପୁର ବ୍ଲକ ଗସ୍ତ କାର୍ଯକ୍ରମ

Rayagada, Rayagada | Aug 21, 2025
,ରାଜ୍ୟ ମୂତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ସୁବ୍ରତ କୁମାର ପଣ୍ତା,ଭା.ପ୍ର.ସେ. ରାୟଗଡ ଜିଲ୍ଲାର କାଶିପୁର ବ୍ଲକର ତଳଝିରୀ ଗ୍ରାମ ପଞ୍ଚାୟତ ଗସ୍ତ କରିଥିଲେ । ନିର୍ଦେଶକ ଶ୍ରୀ ପଣ୍ଡା ସହିତ ରାୟଗଡ ଜଳବିଭାଜିକା ମିଶାନର ପ୍ରକଳ୍ପ ନିର୍ଦେଶକ ଶ୍ରୀ ଦାମୋଦର ପାଣିଗ୍ରାହୀ ଉପର ପାଡିଖାଲ ଗ୍ରାମର ଦିତାଧିକାରୀ ଶ୍ରୀ ବିରି ମାଝିଙ୍କ ନିଜସ୍ୱ ହେବାକୁ ଥିବା ସିଲଭର ଓକ ଚାରା ରୋପଣ କରିଥିଲେ । ସେଠାରେ ସେ ଶ୍ରୀ ବିରି ମାଝିଙ୍କର ଏକ ଏକର ଜମିରେ ସିଲଭର ଓକ ଚାରା ରୋପଣ କରି ତାର ଯତ୍ନ ଏବଂ ତଦାରଖ କରିବାକୁ ଉପଦେଶ ଦେଇଥିଲେ
Read More News
T & CPrivacy PolicyContact Us