Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ପବିତ୍ର ବିଜୟା ଦଶମୀର ଶୁଭ ଅବସରରେ ବାଲେଶ୍ୱର ସହରର ବିଭିନ୍ନ ପୂଜାମଣ୍ଡପ ଦର୍ଶନ କଲେ ସଦର ବିଧାୟକ

Baleshwar M, Balasore | Oct 2, 2025
ପବିତ୍ର ବିଜୟା ଦଶମୀର ଶୁଭ ଅବସରରେ ବାଲେଶ୍ୱର ସହରର ପୁରୁଣା ବାଲେଶ୍ୱର, ବାରବାଟୀ, ପାତ୍ରପଡା, ଗୋଳାପୋଖରୀ, ଦାମଦୋରପୁର, ଆଖଡାପଦା, ପଢୁଆପଦା, ସେଣ୍ଟ୍ରାଲ ସ୍କୁଲ ଛକ ଠାରେ ମହାମାୟାଙ୍କ ଦର୍ଶନ କରିବା ସହ ସଦର ବିଧାୟକ ଗୁରୁବାର ରାତ୍ରି ୮ଘଟିକାରେ ଅଞ୍ଚଳ ବାସୀଙ୍କ ମଙ୍ଗଳ କାମନା କରିଥଲେ। ଏହି ଅବସରରେ ବିଧାୟକଙ୍କ ସମେତ ଅନ୍ୟାନ୍ୟ ନେତୃବୃନ୍ଦ ଓ ଅଞ୍ଚଳବାସି ଉପସ୍ଥିତ ରହିଥିଲେ।
Read More News
T & CPrivacy PolicyContact Us