Download Now Banner

This browser does not support the video element.

ବୌଦ୍ଧ ସଦର: ଗଡଭିତର ଗ୍ରାମରେ ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ କରି ସ୍ୱାମୀ ଗିରଫ ସହ କୋର୍ଟ ଚାଲାଣ

Baudh Sadar, Boudh (Bauda) | Aug 27, 2025
ବୌଦ୍ଧ ବ୍ଳକ୍ ବାଉଁସୁନି ଥାନା ଗଡଭିତର ଗ୍ରାମରେ ସ୍ତ୍ରୀକୁ ହତ୍ୟା ଉଦ୍ୟମ ଅଭିଯୋଗରେ ଗିରଫ ହେଲେ ସ୍ଵାମୀ l ସୁଚନା ଅନୁଯାୟୀ ଗଡ ଭିତର ଗ୍ରାମର ଜୈନିକ ମହିଳା ସ୍ଵାମୀ ଦେବୀ ପ୍ରସାଦ ଥାନାପତିଙ୍କ ନା ରେ ବାଉଁଶୁଣି ଥାନରେ ଲିଖିତ ଅଭିଯୋଗ ପରେ ବଲାଙ୍ଗିର ନିକଟରୁ ତାଙ୍କ ସ୍ବାମୀଙ୍କୁ ଗିରଫ କରି ମାମଲା ରୁଜୁ କରାଯାଇଥିବା ବେଳେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି
Read More News
T & CPrivacy PolicyContact Us