Download Now Banner

This browser does not support the video element.

ତେଲକୋଇ: ସମାକୋଇ ନଦୀରେ ୨ଫୁଟ ଉଚ୍ଚାର ବନ୍ୟାଜଳ ପ୍ରଭାବିତ, ତେଲକୋଇ ସମ୍ପୁର୍ଣ୍ଣ ବିଛିନ୍ନ

Telkoi, Kendujhar | Aug 23, 2025
ସମାକୋଇ ନଦୀରେ ବନ୍ୟାଜଳ, ତେଲକୋଇ ପୋଲ ଉପରେ ବର୍ଷାପାଣି ପ୍ରବାହିତ | ଗତକାଲି ରାତିରେ ଲଗାଣ ବର୍ଷା ଯୋଗୁଁ କେନ୍ଦୁଝର ଜିଲ୍ଲାର ଉପାନ୍ତ ତେଲକୋଇ ଅଞ୍ଚଳର ପ୍ରମୁଖ ନଦୀ ସମାକୋଇ ସହିତ ଅନ୍ୟାନ୍ୟ ନାଳରେ ପ୍ରଖର ବର୍ଷା ପାଣି ପ୍ରବାହିତ ହେଉଛି, ତେଲକୋଇ ଡ଼ାକବଙ୍ଗଳା ନିକଟସ୍ଥ ସମାକୋଇ ପୋଲ ଉପରେ ୩ଫୁଟ ଉଚ୍ଚର ବର୍ଷାପାଣି ପ୍ରବାହିତ ଯୋଗୁଁ ରାତି ୪ଟାରୁ ତେଲକୋଇ- ଭୁବନେଶ୍ବର,କଟକ, ଢେଙ୍କାନାଳ,ତାଳଚେର, କେନ୍ଦୁଝର ପ୍ରଭୃତି ସ୍ଥାନକୁ ଗମନାଗମନ ବ୍ୟାହତ ହୋଇପଡିଛି ଆଜି ସକାଳ ଆଠଟା ସମୟର ଦୃଷ୍ୟ ।
Read More News
T & CPrivacy PolicyContact Us