This browser does not support the video element.
କେଗାଁଓ: ଦଶପୁର ଗ୍ରାମପଞ୍ଚାୟତର ବିଭିନ୍ନ କାର୍ଯ୍ୟର ନିରିକ୍ଷଣ କଲେ ଧର୍ମଗଡ ଉପଜିଲ୍ଲାପାଳ
Kegaon, Kalahandi | Sep 12, 2025
ଦଶପୁର ଗ୍ରାମପଞ୍ଚାୟତର ବିଭିନ୍ନ କାର୍ଯ୍ୟର ନିରିକ୍ଷଣ କଲେ ଧର୍ମଗଡ ଉପଜିଲ୍ଲାପାଳ ଆଜି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଦଶପୁର ଗ୍ରାମପଞ୍ଚାୟତକୁ ଯାଇ ବିଭିନ୍ନ କାର୍ଯ୍ୟର ନିରିକ୍ଷଣ କରିଛନ୍ତି ଧର୍ମଗଡ ଉପଜିଲ୍ଲପାଳ ପ୍ରେକ୍ସା ଅଗ୍ରୱାଲ । ଗ୍ରାମପଞ୍ଚୟତର ଅନେକ ଫାଇଲ ପତ୍ର ମଧ୍ୟ ନିରିକ୍ଷଣ କରିଥିଲେ । ଏହିସମୟରେ ତାଙ୍କ ସହ ଡିପିଓ ନୃସିଂହ ଚରଣ ପଟ୍ଟନାୟକ,ଏବିଡିଓ ବିଜୟ ନାୟକ, ସରପଞ୍ଚ ରଂଜନ ସାହୁ,ପଞ୍ଚାୟତ ନିର୍ବାହୀ ଅଧିକାରୀ ଶହଦେବ ଭଇସଲ ଏଡିଓ ଦୀନବନ୍ଧୁ ନାଗ ଜିପିଓ ସୁଷମା ନାଏକ ଅତିରିକ୍ତ ସରକାରୀ ନିର୍ବାହି ଯନ୍ତ୍ରୀ ଚିତ୍ତ ରଂଜନ ଜେନା ନିର୍ବାହୀ ଓ ବହୁ କର୍ମଚାରୀ