Download Now Banner

This browser does not support the video element.

ପାଲଲହଡା: ଭରତପୁର ଖଣି ଅଧିକାରୀଙ୍କ ସହ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କଲେ ବିଧାୟକ

Palalahada, Angul | Sep 25, 2025
ଗୁରୁବାର ସକାଳ ୧୧ ଘଟିକା ସମୟରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଓ ଭରତପୁର କୋଲିୟରୀ ଲେବର ୟୁନିୟନ (HMS)ର ସାଧାରଣ ସମ୍ପାଦକ ବାବୁଲାଲ ଖଣ୍ଡୁଆଳ ଭରତପୁର କ୍ଷେତ୍ର ପ୍ରକଳ୍ପ ଅଧିକାରୀଙ୍କୁ ସାକ୍ଷାତ କରି କାର୍ଯ୍ୟରତ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ କିପରି ଭାବେ ସମସ୍ୟାର ସମାଧାନ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ ।
Read More News
T & CPrivacy PolicyContact Us