Download Now Banner

This browser does not support the video element.

ସୁକିନ୍ଦା: ସୁକିନ୍ଦା ଭବନରେ ଏବିଭିପି ପକ୍ଷରୁ ନଗର ସମ୍ମିଳନୀ ଅନୁଷ୍ଠିତ

Sukinda, Jajpur | Sep 12, 2025
ସୁକିନ୍ଦା ଭବନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଯାଜପୁର ଜିଲ୍ଲା ସୁକିନ୍ଦା ନଗର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ l ୨୦୨୫-୨୬ ଶିକ୍ଷା ବର୍ଷ ନିମନ୍ତେ ନଗର ସଭାପତି ରୂପେ ସୋମନାଥ ଦାସ ଓ ନଗର ସଂପାଦକଙ୍କ ରୂପେ ଅନିକେତ ଧୀର ଦାୟିତ୍ବ ପାଇବା ସମେତ କାର୍ଯ୍ୟକାରିଣୀ ଘୋଷଣା ହୋଇଥିଲା l
Read More News
T & CPrivacy PolicyContact Us