This browser does not support the video element.
ଧର୍ମଗଡ: ମେରଘରା ଛକ ନିକଟରେ ସଡ଼କ ଦୁର୍ଘଟଣା, ବାଇକ ଆରୋହୀ ଗୁରୁତର
Dharamgarh, Kalahandi | Sep 2, 2025
କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ମେରଘରା ଛକ ନିକଟରେ ମଙ୍ଗଳବାର ଅପରାହ୍ନ ୧ ଟା ସମୟରେ ଭାରସାମ୍ୟ ହରାଇ ବାଇକ ରୁ ଖସି ଜଣେ ବାଇକ ଆରୋହୀ ଗୁରୁତର ହୋଇଥିଲେ। ଗୁରୁତର ବାଇକ ଆରୋହୀ ଗୋଲାମୁଣ୍ଡା ଥାନା ବିଶିପଡା ରେ ମହେନ୍ଦ୍ର ବିଶି ବୋଲି ସୂଚନା ମିଳିଛି। ତାଙ୍କୁ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ନେଇଥିଲେ।