Download Now Banner

This browser does not support the video element.

ବଲାଙ୍ଗୀର: ଜିଲ୍ଲାରେ କୃଷିମହାବିଦ୍ୟାଳୟ ସ୍ଥାପନା କରିବାକୁ ନେଇ ଠିକାଦାର ପଡାରେ ବିଜେଡ଼ି ନେତାଙ୍କ ପ୍ରତିକ୍ରିୟା

Balangir, Balangir | Aug 27, 2025
ବଲାଙ୍ଗୀର: ଜିଲ୍ଲାରେ କୃଷିମହାବିଦ୍ୟାଳୟ ସ୍ଥାପନା କରିବାକୁ ନେଇ ବିଜେଡ଼ି ପକ୍ଷରୁ ପୁନର୍ବାର ଦାବୀ ଉଠିଛି । ଠିକାଦାର ପଡାରେ ବିଜେଡ଼ି ନେତା ପାଣ୍ଡବ କୁମ୍ଭାର ପ୍ରତିକ୍ରିୟା ରଖି କହିଛନ୍ତି, ଏହି ଅଞ୍ଚଳର କୃଷିକୁ ଉନ୍ନତି ପଥରେ ନେବା ପାଇଁ କୃଷିମହାବିଦ୍ୟାଳୟ ସ୍ଥାପନା ଅତ୍ୟାବଶ୍ୟକ । ସେଥିପାଇଁ ରାଜ୍ୟ ସରକାରଙ୍କୁ ପୁଣିଥରେ ଦାବୀ କରାଯାଇଛି । କୁମ୍ଭାର କହିଛନ୍ତି, କୃଷକଙ୍କ ଶିକ୍ଷା, ପ୍ରଶିକ୍ଷଣ ଓ ଆଧୁନିକ କୃଷି ପ୍ରଣାଳୀ ପାଇଁ ଏହି ପଦକ୍ଷେପ ଜରୁରୀ ।
Read More News
T & CPrivacy PolicyContact Us