Download Now Banner

This browser does not support the video element.

ଢେଙ୍କାନାଳ ସଦର: ଧିରପାଟଣା ନିକଟ ୱାଟରପାର୍କ ସମୁଖ ରେଙ୍ଗାଳୀ କେନାଲରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

Dhenkanal Sadar, Dhenkanal | Sep 9, 2025
ଢେଙ୍କାନାଳ ସଦର ଥାନା ଧିରପାଟଣା ନିକଟ ୱାଟରପାର୍କ ସମୁଖ ରେଙ୍ଗାଳୀ କେନାଲରୁ ମଙ୍ଗଳବାର ସନ୍ଧ୍ୟା ୭ଟାରେ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ପାଣିରୁ ଉଦ୍ଧାର କରାଯାଇଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛିା ସୂଚନା ମୁତାବକ ସେହି ଅଞ୍ଚଳରେ ଥିବା ଏକ କାଜୁ କମ୍ପାନୀରେ ରାଜସ୍ଥାନର ଜଣେ ଯୁବକ କାମକରି ରହୁଥିଲେ । ହେଲେ ମଙ୍ଗଳବାର ଅପରାହ୍ନରେ ପାଣିରେ ବୁଡିଯାଇଥିବା ଦମକଳ ବାହିନୀକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଖୋଜାଖୋଜି କରିବା ପରେ ସନ୍ଧ୍ୟା ୭ଟାରେ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲେ । ହେଲେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।
Read More News
T & CPrivacy PolicyContact Us