Install App
arunkshadangi40
This browser does not support the video element.
ଫୁଲବାଣୀ ସହର: ଏକ ନାବାଳିକା କୁ ଅପହରଣ ଅଭିଯୋଗ ରେ ରାଇକିଆ ଥାନା ରେ ଏକ ମାମଲା ରୁଜୁ ହୋଇଅଛି. ପରିବାର ପକ୍ଷରୁ ଲିଖିତ ଅଭିଯୋଗ ପରେ ଥାନାରେ ମାମଲା ରୁଜୁ
Phulabani Town, Kandhamal | Aug 24, 2025
ଏକ ନାବାଳିକା କୁ ଅପହରଣ ଅଭିଯୋଗ ରେ ରାଇକିଆ ଥାନା ରେ ଏକ ମାମଲା ରୁଜୁ ହୋଇଅଛି. ପରିବାର ପକ୍ଷରୁ ଲିଖିତ ଅଭିଯୋଗ ପରେ ଥାନାରେ 200/2025 ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ କୁ ଖୋଇବା ପାଇଁ ପ୍ରୟାସ ଜାରି ରଖିଥିବାର ଜି ଉଦୟଗିରି ଉପ ଖଣ୍ଡ ପୋଲିସ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି.
Share
Read More News
T & C
Privacy Policy
Contact Us
Your browser does not support JavaScript!