This browser does not support the video element.
ଫୁଲବାଣୀ ସହର: ଫୁଲବାଣୀ ସାରକିଟ୍ ହାଉସ ଠାରେ ସେବା ପକ୍ଷ କର୍ମଶାଳା ଅନୁଷ୍ଠିତ, ଯୋଗ ଦେଲେ ଫୁଲବାଣୀ ଇଧାୟକ
Phulabani Town, Kandhamal | Sep 10, 2025
ଫୁଲବାଣୀ ନଗର ରେ ସେବା ପକ୍ଷ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ଏହି କର୍ମଶାଳା ରେ ଫୁଲବାଣୀ ବିଧାୟକ ଶ୍ରୀଯୁକ୍ତ ଉମା ଚରଣ ମଲିକ, ସାଧାରଣ ସମ୍ପାଦକ ଶ୍ରୀ ଲିଙ୍ଗରାଜ ଦଳବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଭଗବାନ ମହାନ୍ତି, ଟୋଲୀ ଜିଲ୍ଲା ସହ ସଂଯୋଜକ ଶ୍ରୀ ରମେଶ ମହାନ୍ତି ଓ ନଗର ମଣ୍ଡଳ ସଭାପତି ଶ୍ରୀ ଜଗନ୍ନାଥ ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ନିଜର ମୂଲ୍ୟବାନ ମନ୍ତବ୍ୟ ଦେଇଥିଲେ