Download Now Banner

This browser does not support the video element.

ଜଗତସିଂହପୁର: ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମରେ ଅନୁଷ୍ଠିତ ଜିଲ୍ଲା ଜୁନିଅର କ୍ରିକେଟ ଦଳ ଚୟନ ପ୍ରକ୍ରିୟାରେ ଯୋଗଦେଲେ ବିଧାୟକ ଅମରେନ୍ଦ୍ର ଦାସ

Jagatsinghapur, Jagatsinghpur | Sep 13, 2025
ଜଗତସିଂହପୁର ଜିଲ୍ଲା ଜୁନିଅର କ୍ରିକେଟ ଦଳ ଚୟନ ପ୍ରକ୍ରିୟା ଅବସରରେ ଯୋଗଦେଲେ ବିଧାୟକ ଅମରେନ୍ଦ୍ର ଦାସ । ଆଜି ଦିନ ୧୧ ଟା ସମୟରେ ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମରେ ଏହି ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଚୟନ କମିଟି ଚେୟାରମ୍ୟାନ ହିସାବରେ ବିଧାୟକ ଅମରେନ୍ଦ୍ର ଦାସ ଯୋଗଦେଇ ଚୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ
Read More News
T & CPrivacy PolicyContact Us