Download Now Banner

This browser does not support the video element.

ସୁନ୍ଦରଗଡ ସହର: ସୁନ୍ଦରଗଡ଼ ସ୍ଥିତ ସଦଭାବନା ଭବନ ଠାରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ର ବୈଠକ ଅନୁଷ୍ଠିତ....

Sundargarh Town, Sundargarh | Nov 8, 2024
ସୁନ୍ଦରଗଡ଼ ସ୍ଥିତ ସଦଭାବନା ଭବନ ଠାରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ର ବୈଠକ ଅନୁଷ୍ଠିତ.... ଆଜି ସନ୍ଧ୍ଯା 5 ଟା ବେଳେ ସୁନ୍ଦରଗଡ ସ୍ଥିତ ସଦଭାବନା ଭବନ ଠାରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ର ବୈଠକ ଅନୁଷ୍ଠିତ ହୋଇଯାଇଛି, ଏହି ଅବସରରେ ଜିଲ୍ଲାପାଳ ଉପ ଜିଲ୍ଲାପାଳ ଆରଟିଓ, ଏ ଡି ଏମ ଓ ସହ ବିଭିନ୍ନ୍ ଗାଡି ମାଲିକ ସଂଘ ସଭାପତି ଓ ଜନସାଧାରଣ ମାନେ ଉପସ୍ଥିତ ରହି ଜିଲ୍ଲା ରେ ଘଟୁଥିବା ସଡ଼କ ଦୁର୍ଘଟଣା ରୋକିବା ପ୍ରତି ଧ୍ୟାନ ଦେବା ତଥା ବେଆଇନ ପାର୍କିଂ ନିଶା କରି ଗାଡି ଚାଳନା ସହ ବେଆଇନ ଭାବେ ଗାଡି ଚଳାଚଳ ଉପରେ ଉପଯୁକ୍ତ ପଦକ୍ଷେପ ନେବା ଉପରେ ଆଲୋଚନା କରାଯାଇଥିଲା..
Read More News
T & CPrivacy PolicyContact Us