Download Now Banner

This browser does not support the video element.

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ ତଥା ସଦର ଥାନା ନିଳହାଡ ଗାଁରେ ନିଆଁ ସହ ଖେଳି ନାବାଳକ ଗୁରୁତର ଭିଡିଓ ଭାଇରାଲ ।

Digapahandi, Ganjam | Sep 1, 2025
ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ ତଥା ସଦର ଥାନା ନିଳହାଡ ଗାଁରେ ନିଆଁ ସହ ଖେଳି ନାବାଳକ ଗୁରୁତର ଭିଡିଓ ଭାଇରାଲ । ଘଟଣାଟି ଗତ ରାତିରେ ହୋଇଥିବାର ଖବର ମିଳିଥିବା ବେଳେ ଗଣେଶ ଭଷାଣି ବେଳେ ଏହି ଘଟଣା ଘଟିଛି । ଗୁରୁତର ନାବାଳକ ଜଣକ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସାଧିନ ଥିବା ବେଳେ ଭିଡିଓ ଭାଇରାଲ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଭାଇରାଲ ଭିଡିଓ ଟି ଆଜି ଦିନ 10 ଘଣ୍ଟ ସମୟରେ ଆମର ହସ୍ତଗତ ହୋଇଛି ।
Read More News
T & CPrivacy PolicyContact Us