This browser does not support the video element.
ଜୟପୁର: ବାରିଣିପୁଟ ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟଠାରେ ଆଇନ ସଚେତନତା ଶିବିର
Jeypore, Koraput | Sep 2, 2025
ସୋସିଆଲ ମିଡିଆ ପ୍ଲାଟଫର୍ମର ସୁରକ୍ଷା ଏବଂ ସାଇବର ଆଇନ ଏବଂ ପ୍ରବାସୀ ଶ୍ରମିକ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜୟପୁର ତରଫରୁ ଆଜି ଅପରାହ୍ନ 4ଟାରେ ବାରିଣିପୁଟ ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟଠାରେ ଆଇନ ସଚେତନତା ଶିବିର ଜିଲ୍ଲା ଜଜ୍ ତଥା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ପ୍ରଦୀପ କୁମାର ମହନ୍ତ ଙ୍କ ତତ୍ବବଧାନରେ ଅନୁଷ୍ଠିତ ହୋଇଅଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ତଥା ବିଚାରପତି ଶ୍ରୀମତୀ ପ୍ରଦ୍ୟୋମୟୀ ସୁଜତା ସଚିବ ତଥା ବିଚାରପତି ଜିଲ୍ଲା ଆଇନ ସେବାପ୍ରାଧିକରଣ, କୋରାପୁଟ-ଜୟପୁର ଯୋଗଦେଇଥିଲେ।