Download Now Banner

This browser does not support the video element.

କେନ୍ଦ୍ରାପଡା: ଗୋବିନ୍ଦପୁର ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ

Kendrapara, Kendrapara | Sep 12, 2025
କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଠାରେ ଆଜି ପ୍ରାୟ ୧ ଘଣ୍ଟିକା ସମୟରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମଣ୍ଡଳର ବିଭିନ୍ନ ଦାୟିତ୍ଵରେ ଥିବା ସକ୍ରିୟ କାର୍ଯ୍ୟକର୍ତ୍ତା ମାନେ ଯୋଗଦେଇଥିଲେ ।ବୈଠକରେ ମୁଖ୍ୟତଃ ଆଳି କନିକା ଅଞ୍ଚଳରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ବିଷୟରେ ଆଲୋଚନା କରାଯାଇଥିଲା ,ଏହା ସହିତ କିପରି ଏହି ସମସ୍ତ ଯୋଜନାକୁ ଅଧିକ ସୁଗମ ଓ ସଠିକ ଭାବରେ ପ୍ରତ୍ୟେକ ଗ୍ରାମ, ପ୍ରତ୍ୟେକ ଘରକୁ ପହଁଚାଯାଇପାରିବ ,ସେଥିପାଇଁ ଯୋଜନା ଗଠନ କରାଯାଇଥିଲା
Read More News
T & CPrivacy PolicyContact Us