This browser does not support the video element.
ଛେଣ୍ଡିପଦା: ଛେଣ୍ଡିପଦା ତହସିଲ ସମୁଖରେ ଓଡ଼ିଶା ରାଜସ୍ୱ ଅମଲା ସଂଘର ଆନ୍ଦୋଳନ
Chhendipada, Angul | Aug 11, 2025
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ତହସିଲ କାର୍ଯ୍ୟାଳୟ ସମୁଖରେ ସମବାର ୧୧ ଘଟିକାରୁ ଓଡ଼ିଶା ରାଜସ୍ୱ ଅମଲା ସଂଘ ଅନଗୁଳ ଶାଖା ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୦ ଦଫା ଦାବି ନେଇ ଧାରଣାରେ ବସିଛନ୍ତି । ଦାବି ପୂରଣ ନହେଲେ ଅନିର୍ଦ୍ଧିଷ୍ଟ କାଳ ଯାଏଁ ବନ୍ଦ ରହିବ କାର୍ଯ୍ୟ । ଫଳରେ ଛେଣ୍ଡିପଦା ବ୍ଳକ ଓ ତହସିଲରେ ହଇରାଣ ହରକତ ହେଉଛନ୍ତି ସାଧାରଣ ଲୋକେ ।