Download Now Banner

This browser does not support the video element.

ସୁକିନ୍ଦା: ସୁକିନ୍ଦା ଅଞ୍ଚଳରେ ଖୁଦୁରୁଙ୍କୁଣି ଓଷା ମହା ଆଡ଼ମ୍ବରରେ ପାଳିତ

Sukinda, Jajpur | Aug 25, 2025
ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦାନଗଦି ଓ ସୁକିନ୍ଦା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଖୁଦୁରୁଙ୍କୁଣି ଓଷା ମହା ଆଡ଼ମ୍ବରରେ ପାଳିତ ହୋଇଯାଇଥିବା ଦେଖିବାକୁ ମିଳିଛି । ଏହି ଓଷା ଭଉଣୀ ମାନେ ଭାଇ ମାନଙ୍କର ଶୁଭ ମନାସି ମଙ୍ଗଳା ଠାକୁରାଣୀଙ୍କ ନିକଟରେ ନିଷ୍ଠାର ସହିତ ପୂଜାର୍ଚ୍ଚନା କରିଥାନ୍ତି । ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ଭାଇ ତଥା ପୂର୍ବତନ ଜିଲ୍ଲା ପରିଷଦ ରମଣୀ ରଞ୍ଜନ ବଳସାମନ୍ତ ବିଭିନ୍ନ ପୂଜା ମଣ୍ଡପ ବୁଲି ସମସ୍ତଙ୍କୁ ଉତ୍ସାହିତ କରିଥିବା ଦେଖିବାକୁ ମିଳିଥିଲା ।
Read More News
T & CPrivacy PolicyContact Us