Download Now Banner

This browser does not support the video element.

ସୋନପୁର: ବହୁ ଚର୍ଚ୍ଚିତ ମେଣ୍ଢାମାଳ ଗାଁର ଯୁବକଙ୍କ ହତ୍ଯା ଘଟଣା ନିଜ କାର୍ଯ୍ୟାଳୟରେ ସୂଚନା ଦେଇଥିଲେ ଜିଲ୍ଲା ଏସପି ନାରାୟଣ ନାଏକ

Sonapur, Subarnapur (Sonepur) | Sep 4, 2025
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ମେଣ୍ଢାମାଳ ଗାଁରେ ଘଟିଥିଲା ଏକ ବିଭତ୍ସ ହତ୍ୟାକାଣ୍ଡ । ମେଣ୍ଢାମାଲ ଗାଁର କିଛି ଲୋକ ମିଳିତ ଆକ୍ରମଣକରି ବାଘମାରୀ ଗାଁର ଅଜିତ ଖଣ୍ଡଗିରୀ ନାମକ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ ‌। ଘଟଣା ପରେ ମୃତକଙ୍କ ପରିବାର ପକ୍ଷରୁ ବୀରମହାରାଜପୁର ଥାନାରେ ହତ୍ୟାକାଣ୍ଡରେ ଜଡିତ ଥିବା ବ୍ୟକ୍ତିଙ୍କ ନାଁରେ ଏକ ଲିଖିତ ଅଭିଯୋଗ କରାଯାଇଥିଲା ।ତେବେ ହତ୍ୟାକାଣ୍ଡକୁ ଏହାରି ଭିତରେ ଏକ ସପ୍ତାହ ହେବ ପୋଲସିର ହାତ ଖାଲି ରହିଛି ।ଏନେଇ ଆଜି ସାନ୍ଧ୍ୟ ୫ଟାରେ ଜିଲ୍ଲାଆରକ୍ଷୀ ଅଧିକ୍ଷକ ପ୍ରତିକ୍ରିୟା ନେଇ ଥିଲୁ ଆସନ୍ତୁ ଶୁଣିବା ତାଙ୍କରି ଠାରୁ
Read More News
T & CPrivacy PolicyContact Us