This browser does not support the video element.
ବୌଦ୍ଧ ସଦର: ଝାଡରାଜିଙ୍ଗ ଜଙ୍ଗଲରେ ଚଳିଥିବା ଦେଶି ମଦ ତିଆରି ଆଡାରେ ଅବକାରୀ ପୋଲିସର ଚଢ଼ାଉ
Baudh Sadar, Boudh (Bauda) | Sep 3, 2025
ଆଜି ସନ୍ଧ୍ୟା ୭ଟା ସମୟରେ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ l ଆଜି ସକାଳ ପକଗପାଖି ୧୧.୩୦ସମୟରେ ହରଭଙ୍ଗା ଅବକାରୀ ପୋଲିସ ପୂରୁଣାକଟକ ଥାନା ଅନ୍ତର୍ଗତ ଝାଡ଼ରାଜିଙ୍ଗ ଜଙ୍ଗଲରେ ଦେଶି ମହୁଲି ମଦ ତିଆରି ଆଡାରେ ଚଢ଼ାଉ କରିଥଲା l ଏହି ଚଢ଼ାଉ ସମୟରେ ଘଟଣା ସ୍ଥଲରୁ ଆସାମୀ ମାନେ ପଳାଇ ଯାଇଥିବା ବେଳ l ଛାଡି ପଳାଇଥିବା ୩୫୦କେଜି ମହୁଲ ପୋଚ ଓ଼ ୩୦ଲିଟର ରନ୍ଧା ମହୁଲି ମଦକୁ ଜବତ କାରୀ ଘଟଣା ସ୍ଥଳରେ ନଷ୍ଟ କରିଛନ୍ତି l ହରଭଙ୍ଗା ଅବକାରୀ ଏନେଇ ୭୧/୨୦୨୫-୨୬ରେ ମାମଲା ରୁଜୁ କରିଛି ହରଭଙ୍ଗା ଅବକାରୀ ପୋଲିସ