This browser does not support the video element.
ବାଲିଗୁଡା: ଖମନଖୋଲ ଏବଂ ଲଣ୍ଡାଗାଁ ଠାରେ ରେ ନୂଆଁ ଖାଇ ପର୍ବ ପାଳନ
Baliguda, Kandhamal | Aug 28, 2025
ଖମନଖୋଲ ଲଣ୍ଡା ଗା ରେ ନୂଆଁ ଖାଇ ପର୍ବ ପାଳନ କରାଯାଇଛି ନୂଆଁ ଖାଇ ସରିଲା ପରେ ଗ୍ରାମ ସମସ୍ତ ଲୋକ ଏକତ୍ର ମିଶି ଗ୍ରାମ ର ସରପଞ୍ଚ ଚ।ନ୍ଦୁ ଲାଲ ମଲିକ ଙ୍କୁ ନୂଆଁ ଖାଇ ଜୁହାର ଭେଟ ହୋଇ ଛନ୍ତି ଏହା ପରେ ଗ୍ରାମ ରେ ବିଭିନ୍ନ ସାଂସ୍କୃତିକ କାର୍ଯ କ୍ରମ ଅନୁଷ୍ଠିତ ହେବ। ସହିତ ନାଚ ଗୀତ ମଧ୍ଯ ଆୟୋଜନ କରାହେବ l ସେହିପରି ଲଣ୍ଡା ଗାଁ ରେ ମଧ୍ଯ ବିଭିନ୍ନ କାର୍ଯ୍ୟ କ୍ରମ ଅନୁଷ୍ଠିତ