This browser does not support the video element.
ଗୋବିନ୍ଦପୁର: ଗଡପୋଷ ପ୍ରାଥମିକ ବିଦ୍ୟାଳୟ ରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
Govindpur, Sambalpur | Aug 24, 2025
ବାମରା ବ୍ଲକ ଅନ୍ତର୍ଗତ ଗଡପୋଷ ପ୍ରାଥମିକ ବିଦ୍ୟାଳୟ ଠାରେ ରବିବାର ଅପରାହ୍ନ ୪ ଟା ସମୟରେ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଘନସରା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିବା ଶରତ ଚନ୍ଦ୍ର ପଟେଲ୍ ନିଜ ଚାକିରି ଜୀବନ ରୁ ଅବସର ଗ୍ରହଣ କରିଥିବା ବେଳେ ତାଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା।