This browser does not support the video element.
ଯୋଡା: ଚମ୍ପୁଆ : ଯୋଡ଼ା ପୈରାଞ୍ଚଳର ମଙ୍ଗଳା ମନ୍ଦିର ଠାରୁ କମାରଯୋଡା ପର୍ଯ୍ୟନ୍ତ ଭୋଟର ସଚେତନତା ରାଲି
Joda, Kendujhar | Apr 10, 2024
ଆଗାମୀ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ସକାଳ ୮ ଘଟିକାରୁ ପୂର୍ବାହ୍ନ ୧୦ ଘଟିକା ପର୍ଯ୍ୟନ୍ତ୍ର ଏକ ଭୋଟର ସଚେତନତା ରାଲି ମଙ୍ଗଳା ମନ୍ଦିର ଠାରୁ କମାରଯୋଡ଼ା ପର୍ଯ୍ୟନ୍ତ ପରିକ୍ରମା କରିଥିବାର ଦେଖିବାକୁ ମିଳିଛି ।ତେବେ ଏହି ସଚେତନତା ରେ ଅବାଧ ନିରପେକ୍ଷ ଭାବରେ ମଜବାନ ସହିତ ଦିବ୍ୟାଙ୍ଗ ସମେତ ଭୋଟ ଦେବା ସହ ନିର୍ବାଚନ ପର୍ବ ଦେଶର ଗର୍ବ ସ୍ଲୋଗାନ ଦେଇ ରାଲି କରିଥିଲେ । ଏଥିରେ ପୌର ନିର୍ବାଚନ ସଂଯୋଜକ ରାମଚନ୍ଦ୍ର ପାତ୍ର, ପୌର ନିର୍ବାଚନ ଇଞ୍ଜିନିୟରିଂ ଭକ୍ତବନ୍ଧୁ ମହାନ୍ତ, ମହନ ଚରଣ ବାରିକ ସମେତ ଉଚ୍ଚ ବିଦ୍ୟାଳୟର ଏନ୍ ଏ ସି ଛାତ୍ରୀ ଓ ଅନ୍ୟାନ୍ୟ ଛାତ୍ରୀ ସାମିଲ ଥିଲେ ।