This browser does not support the video element.
ସୋନପୁର: ବିଜୁ ପଟ୍ଟନାୟକ ଡିଗ୍ରୀ ମହିଳା କଲେଜ ପକ୍ଷରୁ ପ୍ରଥମ ବର୍ଷ ର ନବାଗତା ଛାତ୍ରୀ ଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ
Sonapur, Subarnapur (Sonepur) | Sep 12, 2025
ଆଜି ସୋନପୁର ବିଜୁ ପଟ୍ଟନାୟକ ଡିଗ୍ରୀ ମହିଳା କଲେଜ ପକ୍ଷରୁ ପ୍ରଥମ ବର୍ଷ ର ନବାଗତା ଛାତ୍ରୀ ଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ *ପ୍ରାରମ୍ଭ ୨୦୨୫* ମହା ସମାରୋହରେ ପାଳିତ ହୋଇ ଯାଇଛି l ଏହି ଉତ୍ସବରେ ରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଏସପି ଶ୍ରୀ ନାରାୟଣ ନାୟକ ଯୋଗ ଦେଇ ନବାଗତ ଛାତ୍ରୀ ଙ୍କୁ ସ୍ୱାଗତ ଶୁଭେଛା ଜଣାଇ ସେମାନଙ୍କ ଟ୍ୟାଲେଣ୍ଟ ଶୋ ଗୀତ ନାଚ ଅଭିନୟ କଳା ସବୁ ଦେଖି ଭୂୟସୀ ପ୍ରଶଂସା କରିଥିଲେ l ଓ ପରିବାର ସମାଜ ଗଠନ ରେ ଛାତ୍ରୀ (ଝିଅ) ମାନଙ୍କ ଭୂମିକା ଖୁବ୍ ଗୁରୁତ୍ଵ ପୁର୍ଣ୍ଣ କହି ସହିଷ୍ଣୁ ଓ ସଂସ୍କାରିତ ହେବାକୁ ଓ ଜୀଵନ ସହ ସଂଘର୍ଷ କରି ବହୁ ମୂଲ୍ୟ