Download Now Banner

This browser does not support the video element.

ଛତ୍ରପୁର: ସେପ୍ଟେମ୍ୱର ୧୩ରେ ବ୍ରହ୍ମପୁର ଠାରେ ହେବ ରାଷ୍ଟ୍ରୀୟ ଲୋକ ଅଦାଲତ

Chhatrapur, Ganjam | Sep 4, 2025
ରାଷ୍ଟ୍ରୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧୂକରଣ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧୀକରଣର ଅଧ୍ୟକ୍ଷା ତଥା ମାନ୍ୟବର ଜିଲ୍ଲା ଓ ଦୌରା ଜଜ ଡାଃ ଭାଗ୍ୟଲକ୍ଷ୍ମୀ ରଥଙ୍କ ନିର୍ଦ୍ଦେଶ କ୍ରମେ, ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବ୍ୟୋମକେଶ ନାୟକଙ୍କ ପରିଚାଳନାରେ 'ରାଷ୍ଟ୍ରୀୟ ଲୋକ ଅଦାଲତ' ଚଳିତ ମାସ ଅର୍ଥାତ ସେପ୍ଟେମ୍ୱର ୧୩ ତାରିଖ ଦିନ ସିଭିଲ କୋର୍ଟ ପ୍ରାଙ୍ଗଣରେ ଅନୁଷ୍ଠିତ ହେବ। ଜିଲ୍ଲା ଆଇନ ସେବା ପ୍ରାଧୀକରଣର ତରଫରୁ ଗୁରୁବାର ଅପରାହ୍ନରେ ଏନେଇ ସୂଚନା ଦିଆଯାଇଛି।
Read More News
T & CPrivacy PolicyContact Us